ବାତ୍ୟା ଅମ୍ଫାନ ନେଲା ପ୍ରଥମ ମୁଣ୍ଡ! ଭଦ୍ରକ ଜିଲ୍ଲାରେ କାନ୍ଥ ପଡ଼ି ଏକ ବର୍ଷର ଶିଶୁ ମୃତ

ଭଦ୍ରକ: ବାତ୍ୟା ଅମ୍ଫାନର ଭୟାବହତା ଆଜି ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲାରେ ବାତ୍ୟା ଅମ୍ଫାନ ନେଇଛି ପ୍ରଥମ ମୁଣ୍ଡ। କାନ୍ଥ ପଡ଼ି ଏକ ଶିଶୁର ଜୀବନ ଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବାତ୍ୟା ଅମ୍ଫାନର ପ୍ରଭାବରେ ଜୋରରେ ପବନ ବହିବାରୁ ଓ ବର୍ଷା ହେବାରୁ ତିହିଡି ବ୍ଲକରେ ଘଟିଛି ଏକ ଅଭାବନୀୟ ଘଟଣା। ତିହିଡି ବ୍ଲକ ଅନ୍ତର୍ଗତ କାଆଁପଡା ପଞ୍ଚାୟତର ଦକ୍ଷିଣପରି ଗ୍ରାମର ବଳରାମ ଦାସଙ୍କର ବର୍ଷା ପବନ … Continue reading ବାତ୍ୟା ଅମ୍ଫାନ ନେଲା ପ୍ରଥମ ମୁଣ୍ଡ! ଭଦ୍ରକ ଜିଲ୍ଲାରେ କାନ୍ଥ ପଡ଼ି ଏକ ବର୍ଷର ଶିଶୁ ମୃତ